ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ।

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ୧୧-୦୩-୨୦୨୪ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ ୨୦୨୪ ନିମନ୍ତେ ଶେଷ ହୋଇଛି। ବିଶ୍ଵ ମହିଳା ଦିବସରେ ରେଡକ୍ରସ ଭବନ,ଭୁବନେଶ୍ୱର ଠାରେ ଏହାକୁ ପାଳନ କରାଯାଇଥିଲା।ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିବା ସହ,ସାହିତ୍ୟ ମହିଳା ମାନଙ୍କର ସାମଗ୍ରିକ ବିକାଶ ପାଇଁ ମୁଖ୍ୟ ଆୟୁଧ ବୋଲି ମତବ୍ୟକ୍ତ କରିଥିଲେ। ଦୁଇଟି ପର୍ଯ୍ୟାୟରେ ଆଲୋଚନାଚକ୍ର କରାଯାଇଥିଲା।କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ … Continue reading ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ।